ସାରା ରାତି ଅନିଦ୍ରା ରହି ପିଲାଙ୍କୁ ଜଗନ୍ତି ବାପା : ନହେଲେ ଥଣ୍ଡାରେ ଚାଲିଯିବ କଅଁଳ ଜୀବନ

ନୂଆଦିଲ୍ଲୀ: ସିରିଆର ସହର ଇଦଲିବକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଅଞ୍ଚଳ ବୋଲି କୁହାଯାଇଥାଏ। ଏହି ଅଞ୍ଚଳ ବିଦ୍ରୋହୀଙ୍କ ଅଧୀନରେ ଥିବା ବେଳେ ଏଠାରେ କୌଣସି ପରିସ୍ଥିତିରେ ଆକ୍ରମଣ ହେବା ଏକ ସାଧାରଣ କଥା ହୋଇଗଲାଣି। ଏଠାରେ ପ୍ରଚଣ୍ଡ ଥଣ୍ଡା ପଡ଼ିଛି। ଏହି ଥଣ୍ଡା କାରଣରୁ ଏଠାରେ ରହୁଥିବା ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ବସର ଅଲ-ଅସଦ ସରକାର ଦ୍ବାରା ବାରମ୍ବାର ଆକ୍ରମଣ ପରେ ନିଜର ଗୃହନଗର ହମାରୁ … Continue reading ସାରା ରାତି ଅନିଦ୍ରା ରହି ପିଲାଙ୍କୁ ଜଗନ୍ତି ବାପା : ନହେଲେ ଥଣ୍ଡାରେ ଚାଲିଯିବ କଅଁଳ ଜୀବନ